ଭିଡିଓ ମାନୁଆଲ – ଓଡ଼ିଆ

ଏକ ରୋପଣ ଋତୁରେ ଶିବଂଶ ଖତ ମୃତ ମୃତ୍ତିକାରେ ଜୀବନ ଆଣି ଦେଇଥାଏ କୃଷକର ଖର୍ଚ କମେଇବାରେ ସକ୍ଷମ ହୋଇଥାଏ

ଭିଡିଓ ମାନୁଆଲ – ଓଡ଼ିଆ

ଏକ ରୋପଣ ଋତୁରେ ଶିବଂଶ ଖତ ମୃତ ମୃତ୍ତିକାରେ ଜୀବନ ଆଣି ଦେଇଥାଏ କୃଷକର ଖର୍ଚ କମେଇବାରେ ସକ୍ଷମ ହୋଇଥାଏ

କ୍ରମ – ୧

ଦିନ ୦:କଟା ଯାଇଥିବା ସବୁଜ ସାମଗ୍ରୀ

  • ଶୁଖିଲା ସାମଗ୍ରୀ : ଶୁଖିଲା ପତ୍ର, ଗହମ ନଡା / ଛଣ କୁଟା, ଘାସ
  • ସବୁଜ ସାମଗ୍ରୀ : ସବୁଜ ପତ୍ର ଗୁଡିକ, ଜଳ ଉଦ୍ଭିଦ, ବଣୁଆ ଘାସ ଏବଂ ଘାସ
  • ପଶୁମାନଙ୍କ ତାଜା ଗୋବର: < ୨ ସପ୍ତାହ ପୁରୁଣା

କ୍ରମ – ୧

ଦିନ ୦:କଟା ଯାଇଥିବା ସବୁଜ ସାମଗ୍ରୀ

  • ଶୁଖିଲା ସାମଗ୍ରୀ : ଶୁଖିଲା ପତ୍ର, ଗହମ ନଡା / ଛଣ କୁଟା, ଘାସ
  • ସବୁଜ ସାମଗ୍ରୀ : ସବୁଜ ପତ୍ର ଗୁଡିକ, ଜଳ ଉଦ୍ଭିଦ, ବଣୁଆ ଘାସ ଏବଂ ଘାସ
  • ପଶୁମାନଙ୍କ ତାଜା ଗୋବର: < ୨ ସପ୍ତାହ ପୁରୁଣା

କ୍ରମ – ୨

ଦିନ ୦ :ପ୍ରଥମ ତିନି ପରସ୍ତ

ଗଦାର ଆକାର (ବ୍ୟାସ) : ୪ ଫୁଟ ବା ୧.୨ ମିଟର

  • ୯ ତସଲା ଶୁଖିଲା ସାମଗ୍ରୀ; ୧.୫ ତସଲା ପାଣି
  • ୬ ତସଲା ସବୁଜ ସାମଗ୍ରୀ; ୧ ତସଲା ପାଣି
  • ୩ ତସଲା ଗୋବର ; ୦.୫ ତସଲା ପାଣି

କ୍ରମ – ୨

ଦିନ ୦ :ପ୍ରଥମ ତିନି ପରସ୍ତ

ଗଦାର ଆକାର (ବ୍ୟାସ) : ୪ ଫୁଟ ବା ୧.୨ ମିଟର

  • ୯ ତସଲା ଶୁଖିଲା ସାମଗ୍ରୀ; ୧.୫ ତସଲା ପାଣି
  • ୬ ତସଲା ସବୁଜ ସାମଗ୍ରୀ; ୧ ତସଲା ପାଣି
  • ୩ ତସଲା ଗୋବର ; ୦.୫ ତସଲା ପାଣି

କ୍ରମ – ୩

ଦିନ ୦: ପରସ୍ତଗୁଡିକୁ ଦୋହରାଇବ

  • ଗଦାର ଆକାର କାନ୍ଧ ଉଚ୍ଚତା ପହଞ୍ଚିବା ପର୍ଯ୍ୟନ୍ତ ଦୋହରାଇବ
  • ୯ ତସଲା ଶୁଖିଲା ସାମଗ୍ରୀ, ୧.୫ ତସଲା ପାଣିରେ ଆବରଣ କରିବ
  • ପ୍ଲାଷ୍ଟିକ ପାଲ ଦ୍ଵାରା ଘୋଡାଇବ

କ୍ରମ – ୩

ଦିନ ୦: ପରସ୍ତଗୁଡିକୁ ଦୋହରାଇବ

  • ଗଦାର ଆକାର କାନ୍ଧ ଉଚ୍ଚତା ପହଞ୍ଚିବା ପର୍ଯ୍ୟନ୍ତ ଦୋହରାଇବ
  • ୯ ତସଲା ଶୁଖିଲା ସାମଗ୍ରୀ, ୧.୫ ତସଲା ପାଣିରେ ଆବରଣ କରିବ
  • ପ୍ଲାଷ୍ଟିକ ପାଲ ଦ୍ଵାରା ଘୋଡାଇବ

କ୍ରମ – ୪

ଦିନ ୪ (୪ ରାତି ପରେ ):
ଗରମ ପରୀକ୍ଷଣ

  • ଯଦି ଗଦା ଗରମ ଅଛି , ତାହାହେଲେ ଠିକ ଅଛି
  • ଯଦି ଗଦା କମ ଗରମ ବା ଥଣ୍ଡା ଅଛି, ଗରମ ଉତ୍ପନ କରିବା ପାଇଁ ସେଥିରେ ଗୋବର ମିଶାନ୍ତୁ

କ୍ରମ – ୪

ଦିନ ୪ (୪ ରାତି ପରେ ):
ଗରମ ପରୀକ୍ଷଣ

  • ଯଦି ଗଦା ଗରମ ଅଛି , ତାହାହେଲେ ଠିକ ଅଛି
  • ଯଦି ଗଦା କମ ଗରମ ବା ଥଣ୍ଡା ଅଛି, ଗରମ ଉତ୍ପନ କରିବା ପାଇଁ ସେଥିରେ ଗୋବର ମିଶାନ୍ତୁ

କ୍ରମ – ୫

ଦିନ ୪ (୪ ରାତି ପରେ ): ଆଦ୍ରତା ପରୀକ୍ଷଣ

ହାତ ଦ୍ୱାରା ସାମଗ୍ରୀ ଗୁଡିକୁ ଚିପୁଡିବ

  • ଯଦି ୧୦-୧୫ ବିନ୍ଦୁ ପାଣି ବାହାରେ ,ତାହା ହେଲେ ଏହା ଠିକ ଅଛି
  • ଯଦି ବହୁତ ଅଦାଳିଆ : ସାମଗ୍ରୀ ଗୁଡିକୁ ଖରାରେ ସୁଖାଇବ
  • ଯଦି ବହୁତ ସୁଖିଲା:ଓଲଟେଇବା ସମୟରେ ୧ ତସଲା ପାଣି ଛିଞ୍ଚି ମିଶାଇବ

କ୍ରମ – ୬

ଦିନ ୪ (୪ ରାତି ପରେ ): ଗଦାକୁ ଓଲଟେଇବ

  • ବାହାର ପରସ୍ତ ଟିକୁ କାଢିଦେବ
  • କାଢିଦେଇଥିବା ସାମଗ୍ରୀଗୁଡିକୁ ନେଇ ପାଖରେ ଆଉ ଗୋଟିଏ ଗଦା ପ୍ରସ୍ତୁତ କରିବ
  • ଚାଲୁ ରଖିବା ଯେ ପର୍ଯ୍ୟନ୍ତ ପୁରୁଣା ଗଦା ବାହାରି ନ ଯାଇଛି

କ୍ରମ – ୬

ଦିନ ୪ (୪ ରାତି ପରେ ): ଗଦାକୁ ଓଲଟେଇବ

  • ବାହାର ପରସ୍ତ ଟିକୁ କାଢିଦେବ
  • କାଢିଦେଇଥିବା ସାମଗ୍ରୀଗୁଡିକୁ ନେଇ ପାଖରେ ଆଉ ଗୋଟିଏ ଗଦା ପ୍ରସ୍ତୁତ କରିବ
  • ଚାଲୁ ରଖିବା ଯେ ପର୍ଯ୍ୟନ୍ତ ପୁରୁଣା ଗଦା ବାହାରି ନ ଯାଇଛି

କ୍ରମ – ୭

ଦିନ ୬,୮,୧୦,୧୨,୧୪,୧୬: ଗରମ ଏବଂ ଆଦ୍ରତା ପରୀକ୍ଷଣ ଏବଂ ଗଦା ଓଲଟେଇବ

  • ଗରମ ଏବଂ ଆଦ୍ରତା ପରୀକ୍ଷା କରନ୍ତୁ
  • ଗଦାକୁ ଓଲଟାଇବ
  • ପ୍ଲାଷ୍ଟିକ ପାଲ ଦ୍ଵାରା ଘୋଡାନ୍ତୁ

ଗଦାକୁ ସର୍ବମୋଟ ୭ ଥର ଓଲଟେଇବ

କ୍ରମ – ୭

ଦିନ ୬,୮,୧୦,୧୨,୧୪,୧୬: ଗରମ ଏବଂ ଆଦ୍ରତା ପରୀକ୍ଷଣ ଏବଂ ଗଦା ଓଲଟେଇବ

  • ଗରମ ଏବଂ ଆଦ୍ରତା ପରୀକ୍ଷା କରନ୍ତୁ
  • ଗଦାକୁ ଓଲଟାଇବ
  • ପ୍ଲାଷ୍ଟିକ ପାଲ ଦ୍ଵାରା ଘୋଡାନ୍ତୁ

ଗଦାକୁ ସର୍ବମୋଟ ୭ ଥର ଓଲଟେଇବ

କ୍ରମ – ୮

ଦିନ -୧୮: ବ୍ୟବହାର ପାଇଁ ପ୍ରସ୍ତୁତ

  • ଗଦା ଭିତରର ଗରମକୁ ନିଶ୍ଚୟ ଥଣ୍ଡା କରନ୍ତୁ
  • ଯଦି ଗଦା ଥଣ୍ଡା ନ ହେଲା , ତାହା ହେଲେ ଏ ପର୍ଯ୍ୟନ୍ତ ପ୍ରକ୍ରିୟା ସମାପ୍ତ ହୋଇନାହିଁ ।ଓଲଟେଇବା ଦୋହରେଇବ
  • ରଖିବା ପ୍ରଣାଳୀ:
    • ପ୍ଲାଷ୍ଟିକ ପାଲ ବା ନଡା ଦ୍ଵାରା ଘୋଡାନ୍ତୁ
    • ୬ ମାସ ଭିତରେ ବ୍ୟବହାର କରନ୍ତୁ

କ୍ରମ – ୯

ଫସଲ ବୁଣିବା ସମୟରେ ଖତ ବ୍ୟବହାର କର

ଶିବଂଶ ଖତକୁ ୩ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରିବା:

  • ଯେତେବେଳେ ବୀଜ ଦେଖାହେବ ସେତେବେଳେ ପ୍ରୟୋଗ କରିବ
  • ଗଛ ଉଠିଥିବା ଫସଲରେ ଉପରେ ବିଞ୍ଚିବ
  • ବଡ ଚାଷ ଜମିରେ ହଳ କରୁଥିବା ସମୟରେ

କ୍ରମ – ୯

ଫସଲ ବୁଣିବା ସମୟରେ ଖତ ବ୍ୟବହାର କର

ଶିବଂଶ ଖତକୁ ୩ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରିବା:

  • ଯେତେବେଳେ ବୀଜ ଦେଖାହେବ ସେତେବେଳେ ପ୍ରୟୋଗ କରିବ
  • ଗଛ ଉଠିଥିବା ଫସଲରେ ଉପରେ ବିଞ୍ଚିବ
  • ବଡ ଚାଷ ଜମିରେ ହଳ କରୁଥିବା ସମୟରେ

ପରିଣାମ

  • ସୁସ୍ଥ ମୃତ୍ତିକ
  • ରୋଗ-ପ୍ରତିଧୋକ ଫସଲ
  • ପୁଷ୍ଟିକର-ତତ୍ଵ ଖାଦ୍ୟ

ପରିଣାମ

  • ସୁସ୍ଥ ମୃତ୍ତିକ
  • ରୋଗ-ପ୍ରତିଧୋକ ଫସଲ
  • ପୁଷ୍ଟିକର-ତତ୍ଵ ଖାଦ୍ୟ

ଅତିରିକ୍ତ ଭିଡ଼ିଓ

ମନୋଜ ଭାର୍ଗବ -ଶିବଂଶ ଫାର୍ମିଙ୍ଗର ପରିଚୟ
୬ ମିନିଟ ୩୦ ସେକେଣ୍ଡ ସମୟ ପରିସର: ଭିଡ଼ିଓ ଲିଙ୍କ ଏଠାରେ

ପୂର୍ଣ ଶିକ୍ଷାଦାନ ପ୍ରକ୍ରିୟା ଆଦେଶାବଳୀ-ଶିବଂଶ ଖତ କିପରି ପ୍ରସ୍ତୁତ ହେବ
୧ ଘଣ୍ଟା: ଭିଡିଓ ଲିଙ୍କ ଏଠାରେ

ପରିଣାମ /ଡେମୋ ଭିଡିଓ
୧ ମିନିଟ: ଭିଡିଓ ଲିଙ୍କ ଏଠାରେ

ବିନା ପିଞ୍ଜରା ଭିଡିଓ ମାନୁଆଲ?

ସୁସ୍ଥ ,ଉର୍ବର ମୃତ୍ତିକା , ଜଳସେଚନ ଅବଶ୍ୟକତାକୁ କମ କରିବା, ଅଳ୍ପ ମୂଲ୍ୟ,କୃତ୍ରିମ ସାର ନାହିଁ,ବିଷାକ୍ତ ସ୍ପ୍ରେ ନାହିଁ , ରୋଗ-ପ୍ରତିଧୋକ ଫସଲ ,ପୁଷ୍ଟିକର-ତତ୍ଵ ଖାଦ୍ୟ, ବିଷାକ୍ତ ବିହୀନ ସବୁ ଦୃଷ୍ଟିରୁ ସୁରକ୍ଷିତ ଏବଂ ପ୍ରାକୃତିକ।

© Copyright 2019 | SHIVANSH FARMING