ଭିଡିଓ ମାନୁଆଲ – ଓଡ଼ିଆ
ଭିଡିଓ ମାନୁଆଲ – ଓଡ଼ିଆ
ଏକ ରୋପଣ ଋତୁରେ ଶିବଂଶ ଖତ ମୃତ ମୃତ୍ତିକାରେ ଜୀବନ ଆଣି ଦେଇଥାଏ କୃଷକର ଖର୍ଚ କମେଇବାରେ ସକ୍ଷମ ହୋଇଥାଏ
ଭିଡିଓ ମାନୁଆଲ – ଓଡ଼ିଆ
ଏକ ରୋପଣ ଋତୁରେ ଶିବଂଶ ଖତ ମୃତ ମୃତ୍ତିକାରେ ଜୀବନ ଆଣି ଦେଇଥାଏ କୃଷକର ଖର୍ଚ କମେଇବାରେ ସକ୍ଷମ ହୋଇଥାଏ
କ୍ରମ – ୧
ଦିନ ୦:କଟା ଯାଇଥିବା ସବୁଜ ସାମଗ୍ରୀ
କ୍ରମ – ୧
ଦିନ ୦:କଟା ଯାଇଥିବା ସବୁଜ ସାମଗ୍ରୀ
କ୍ରମ – ୨
ଦିନ ୦ :ପ୍ରଥମ ତିନି ପରସ୍ତ
ଗଦାର ଆକାର (ବ୍ୟାସ) : ୪ ଫୁଟ ବା ୧.୨ ମିଟର
କ୍ରମ – ୨
ଦିନ ୦ :ପ୍ରଥମ ତିନି ପରସ୍ତ
ଗଦାର ଆକାର (ବ୍ୟାସ) : ୪ ଫୁଟ ବା ୧.୨ ମିଟର
କ୍ରମ – ୩
ଦିନ ୦: ପରସ୍ତଗୁଡିକୁ ଦୋହରାଇବ
କ୍ରମ – ୩
ଦିନ ୦: ପରସ୍ତଗୁଡିକୁ ଦୋହରାଇବ
କ୍ରମ – ୪
ଦିନ ୪ (୪ ରାତି ପରେ ):
ଗରମ ପରୀକ୍ଷଣ
କ୍ରମ – ୪
ଦିନ ୪ (୪ ରାତି ପରେ ):
ଗରମ ପରୀକ୍ଷଣ
କ୍ରମ – ୫
ଦିନ ୪ (୪ ରାତି ପରେ ): ଆଦ୍ରତା ପରୀକ୍ଷଣ
ହାତ ଦ୍ୱାରା ସାମଗ୍ରୀ ଗୁଡିକୁ ଚିପୁଡିବ
କ୍ରମ – ୫
ଦିନ ୪ (୪ ରାତି ପରେ ): ଆଦ୍ରତା ପରୀକ୍ଷଣ
ହାତ ଦ୍ୱାରା ସାମଗ୍ରୀ ଗୁଡିକୁ ଚିପୁଡିବ
କ୍ରମ – ୬
ଦିନ ୪ (୪ ରାତି ପରେ ): ଗଦାକୁ ଓଲଟେଇବ
କ୍ରମ – ୬
ଦିନ ୪ (୪ ରାତି ପରେ ): ଗଦାକୁ ଓଲଟେଇବ
କ୍ରମ – ୭
ଦିନ ୬,୮,୧୦,୧୨,୧୪,୧୬: ଗରମ ଏବଂ ଆଦ୍ରତା ପରୀକ୍ଷଣ ଏବଂ ଗଦା ଓଲଟେଇବ
ଗଦାକୁ ସର୍ବମୋଟ ୭ ଥର ଓଲଟେଇବ
କ୍ରମ – ୭
ଦିନ ୬,୮,୧୦,୧୨,୧୪,୧୬: ଗରମ ଏବଂ ଆଦ୍ରତା ପରୀକ୍ଷଣ ଏବଂ ଗଦା ଓଲଟେଇବ
ଗଦାକୁ ସର୍ବମୋଟ ୭ ଥର ଓଲଟେଇବ
କ୍ରମ – ୮
ଦିନ -୧୮: ବ୍ୟବହାର ପାଇଁ ପ୍ରସ୍ତୁତ
କ୍ରମ – ୮
ଦିନ -୧୮: ବ୍ୟବହାର ପାଇଁ ପ୍ରସ୍ତୁତ
କ୍ରମ – ୯
ଫସଲ ବୁଣିବା ସମୟରେ ଖତ ବ୍ୟବହାର କର
ଶିବଂଶ ଖତକୁ ୩ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରିବା:
କ୍ରମ – ୯
ଫସଲ ବୁଣିବା ସମୟରେ ଖତ ବ୍ୟବହାର କର
ଶିବଂଶ ଖତକୁ ୩ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରିବା:
ପରିଣାମ
ପରିଣାମ
ଅତିରିକ୍ତ ଭିଡ଼ିଓ
ମନୋଜ ଭାର୍ଗବ -ଶିବଂଶ ଫାର୍ମିଙ୍ଗର ପରିଚୟ
୬ ମିନିଟ ୩୦ ସେକେଣ୍ଡ ସମୟ ପରିସର: ଭିଡ଼ିଓ ଲିଙ୍କ ଏଠାରେ
ପୂର୍ଣ ଶିକ୍ଷାଦାନ ପ୍ରକ୍ରିୟା ଆଦେଶାବଳୀ-ଶିବଂଶ ଖତ କିପରି ପ୍ରସ୍ତୁତ ହେବ
୧ ଘଣ୍ଟା: ଭିଡିଓ ଲିଙ୍କ ଏଠାରେ
ପରିଣାମ /ଡେମୋ ଭିଡିଓ
୧ ମିନିଟ: ଭିଡିଓ ଲିଙ୍କ ଏଠାରେ
ବିନା ପିଞ୍ଜରା ଭିଡିଓ ମାନୁଆଲ?
ସୁସ୍ଥ ,ଉର୍ବର ମୃତ୍ତିକା , ଜଳସେଚନ ଅବଶ୍ୟକତାକୁ କମ କରିବା, ଅଳ୍ପ ମୂଲ୍ୟ,କୃତ୍ରିମ ସାର ନାହିଁ,ବିଷାକ୍ତ ସ୍ପ୍ରେ ନାହିଁ , ରୋଗ-ପ୍ରତିଧୋକ ଫସଲ ,ପୁଷ୍ଟିକର-ତତ୍ଵ ଖାଦ୍ୟ, ବିଷାକ୍ତ ବିହୀନ ସବୁ ଦୃଷ୍ଟିରୁ ସୁରକ୍ଷିତ ଏବଂ ପ୍ରାକୃତିକ।